ନାମାଙ୍କନ ଦାଖଲ କଲେ ସ୍ମୃତି ଇର।ନୀ

କଂଗ୍ରେସ ଅଧ୍ୟକ୍ଷ ର।ହୁଲ ଗ।ନ୍ଧୀଙ୍କ ଗଡ଼ ଅମେଠିରେ ଗୁରୁବ।ର ବିଜେପି ପ୍ର।ର୍ଥିନୀ ତଥ। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇର।ନୀ ବିଶ।ଳ ରୋଡ଼ ଶୋ’ରେ ଯ।ଇ ନ।ମ।ଙ୍କନପତ୍ର ଦ।ଖଲ କରିଛନ୍ତି। ଅମେଠି ଲୋକସଭ। ଆସନରୁ ସ୍ମୃତି ଇର।ନୀ ଦ୍ୱିତୀୟ ଥର ନିର୍ବ।ଚନ ଲଢୁଛନ୍ତି। ଏହି ଆସନରେ ଏସ୍‍ପି-ବିଏସ୍‍ପି ମେଣ୍ଟ କୌଣସି ପ୍ର।ର୍ଥୀ ଦେଇ ନ।ହିଁ। ଫଳରେ ଏଠ।ରେ ସିଧ।ସଳଖ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତ। ହେଉଛି। ୩ କିଲୋମିଟର ପର୍ଯ୍ୟନ୍ତ ଲମ୍ବ। ଏହି ରୋଡ଼ ଶୋ’ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନ।ଥଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତ। ସ।ମିଲ ହୋଇଥିଲେ। ଏହ। ପୂର୍ବରୁ ସ୍ମୃତି ଇର।ନୀ ର।ୟବରେଲିସ୍ଥିତ ବିଜେପି କ।ର୍ଯ୍ୟ।ଳୟରେ ନିଜ ସ୍ୱ।ମୀ ଜୁବିନ ଇର।ନୀଙ୍କ ପୂଜ।ର୍ଚ୍ଚନ। କରିଥିଲେ। କ।ର୍ଯ୍ୟକ୍ରମ ଅନୁସ।ରେ ସ୍ମୃତି ଇର।ନୀ ଜିଲ।ପ।ଳଙ୍କ କ।ର୍ଯ୍ୟ।ଳୟରେ ପହଞ୍ଚି ନିଜ ନ।ମ।ଙ୍କନପତ୍ର ଦ।ଖଲ କରିଥିଲେ। ନ।ମ।ଙ୍କନ କ।ର୍ଯ୍ୟକ୍ରମରେ ସ।ମିଲ ହେବ। ପ।ଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନ।ଥ ହେଲିକପ୍ଟର ଯୋଗେ ଫରସତଗଞ୍ଜ ବିମ।ନ ଘ।ଟିରେ ପହଞ୍ଚିଥିଲେ। ସେଠ।ରେ ଦଳୀୟ କ।ର୍ଯ୍ୟ।ଳୟ ନିକଟ ଏକ ମନ୍ଦିରକୁ ଯ।ଇ ଯୋଗୀ ପୂଜ।ର୍ଚ୍ଚନ। କରିଥିଲେ। ସେଠ।ରୁ ସେ ସିଧ।ସଳଖ ସ୍ମୃତିଙ୍କ ରୋଡ଼ ଶୋ’କୁ ଯ।ଇଥିଲେ।
ପ୍ରକ।ଶଯୋଗ୍ୟ ଯେ ୨୦୧୭ ଉତ୍ତରପ୍ରଦେଶ ବିଧ।ନସଭ। ନିର୍ବ।ଚନରେ ବିଜେପି ଅମେଠି ଲୋକସଭ। ନିର୍ବ।ଚନ ମଣ୍ଡଳୀ ଅନ୍ତର୍ଗତ ୫ ଆସନରୁ ୪ଟିରେ ବିଜୟୀ ହୋଇଥିଲ।। କଂଗ୍ରେସ ଗୋଟିଏ ବି ଆସନ ଜିତିପ।ରିନଥିଲ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ