ପଳାତକ ହୀରା ବ୍ୟବସାୟୀ ନିରବ ମୋଦି ଏବଂ ତାର ସହଯୋଗୀଙ୍କୁ ସାତ ହଜାର ୨୦୦ ଶହ କୋଟି ଟଙ୍କା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କୁ ଦେବା ନିମନ୍ତେ ନିର୍ଦେଶ ଦେଇଛନ୍ତି । ଲଣ୍ଡନ ହାପଜତରେ ଥିବା ହୀରା ବ୍ୟବସାୟୀ ଙ୍କୁ ନିର୍ଦେଶ ଦେଇଛନ୍ତି । ଭାରତ ସରକାରୀ ତରଫରୁ ନିରବ ମୋଦିିଙ୍କୁ ଆଣିବା ପାଇଁ ପ୍ରୟାସ ଜାରୀ ରହିଛି ।