ନିର୍ଭୟା ମାମଲା : ପଓ୍ବନ୍‌ ଗୁପ୍ତାର ପିତାଙ୍କ ଯାଚିକା ଖାରଜ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଫାଶୀ ପାଇବାର ଦିନ ପାଖେଇ ଆସୁଥିବା ବେଳେ ଏହାକୁ ବିଳମ୍ବ କରିବା ପାଇଁ ବିଭିନ୍ନ ମହଲରୁ ଚେଷ୍ଟା କରାଯାଉଛି । ଦୋଷୀ ପଓ୍ବନ୍‌ ଗୁପ୍ତାର ପିତାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏକ ଯାଚିକାକୁ ସେସନ୍ସ କୋର୍ଟ ବିଚାରପତି ଖାରଜ କରି ଦେଇଛନ୍ତି । ମାମଲାରେ ଏକମାତ୍ର ସାକ୍ଷୀଙ୍କ ବୟାନ ଗ୍ରହଣୀୟ ନୁହେଁ । ପୋଲିସ୍‌ ପକ୍ଷରୁ ମାଡ ମରାଯାଇ ସାକ୍ଷୀଙ୍କୁ ପ୍ରଭାବିତ କରାଯାଇଥିବା ନେଇ ଏହି ଯାଚିକାରେ ଉଲ୍ଲେଖ କରାଯାଇଥିବା ବେଳେ ଆଡିସନାଲ ସେସନ୍ସ କୋର୍ଟ ବିଚାରପତି ଏ କେ ଜୈନ୍‌ ଯାଚିକାକୁ ଖାରଜ କରିଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ