ନୁଣ୍ଡ୍ରୁ ଗୁଡା ଆଶ୍ରମ ବିଦ୍ୟାଳୟର ୩୭ଛାତ୍ର ଛାତ୍ରୀ ଜରରେ ଆକ୍ରାନ୍ତ

ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ରେ ଦୁଇ ଦିନ ହେଲା ଲଗାତାର ବର୍ଷା ପ୍ରବଳ ଶହ ପବନ ବହିବା ରେ ଲାଗିଛି ଏବଂ ପାଣି ପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ହେଲେ ଏହୀ ସୂଚନା କୁ ଅବହେଳା କରି ଆଶ୍ରମ ବିଦ୍ୟାଳୟ ର ୱାଡେନ୍ ଓ ପ୍ରଧାନ ଶିକ୍ଷକଙ୍କ ତଦାରଖ ଅଭାବ ଯାହା ଦ୍ୱାରା ଗତ ଦୁଇ ଦିନର ବର୍ଷା ରେ ଛାତ୍ର ଛାତ୍ରୀ ମାନେ ବର୍ଷା ରେ ଖେଳ କୁଦକରିଥିଲେ ପିଲା କିଭଳି ବାହାରେ ବର୍ଷା ରେ ପାଣି ରେ ଭିଜି ଜର ରେ ଆକ୍ରାନ୍ତ ହୋଇଛନ୍ତି ୩୭ଟି ଛାତ୍ର ଛାତ୍ରୀ ଯାହାର ଖବର ପାଇ ମୋହନା ମେଡ଼ିକାଲର ଡାକ୍ତର ଟିମ୍ ଲୁଣ୍ଡ୍ରୁଗୁଡା ଗ୍ରାମ ର ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରିବା ସହ ସ୍ବାସ୍ଥ୍ୟ ଯାଞ୍ଚ କରି ଔଷଧ ଦେଈ ସଚେତନା କରାଯାଇଛି ଏହା ଶହ ପିଲା ଙ୍କୁ ଯତ୍ନ ନ ନେଉଥିବା ରୁ ପିଲା ଅପରିଷ୍କାର ଅବସ୍ଥା ରେ ରହୁଥିବା ଡାକ୍ତର ଗୋପାଳ କୃଷ୍ଣ ସାହୁ ସୂଚନା ଦେଇଛନ୍ତି ସେପଟେ ପ୍ରଧାନ ଶିକ୍ଷକଙ୍କ ଙ୍କ ସମେତ ଅନ୍ୟ ଶିକ୍ଷକ ମାନେ ରହୁନାହାନ୍ତି ତେଣୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଂଚଳ ବାସୀ ଦାବୀ କରିଛନ୍ତି ଏହି ବିଷୟ ରେ ପ୍ରଧାନ ଶିକ୍ଷକ ପଟ୍ଟନାୟକ ଙ୍କୁ ପଚାରିବାରୁ ସେ ସବୁ ଦୋଷ ଡକ୍ଟର ଉପରେ ଲେଦୁଛନ୍ତି ତେବେ ପ୍ରଧାନ ଶିକ୍ଷକ ନିକ ଦୋଷ ଲୁଚାଇବାକୁ ଡାକ୍ତର ଙ୍କୁ ନିନ୍ଦା କରାଇବା ଚିକିତ୍ସ କୁ ନେଇ ତାହା କେତେ ସତ୍ ତାହା ତଦନ୍ତ ପରେ ଜଣପଡ଼ିବ ବୋଲି ଗ୍ରାମ ବାସୀ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ