ନୂଆ ଜର୍ସି ପିନ୍ଧିସ ପଡିଆକୁ ଓହ୍ଲାଇଲା ଟିମ ଇଣ୍ଡିଆ
ନୂଆ ଜର୍ସି ନୂଆ ରଣନୀତି ନେଇ ପଡିଆ କୁ ଓହ୍ଲାଇବ ବିରାଟ ବାହୀନି । ମିଳିଥିବା ସୂଚନା ଅନୁସାରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ ଇଂଲଣ୍ଡ । ତେବେ ନୂଆ ଜର୍ସି ପିନ୍ଧି ଖେଳୁଥିବା ମ୍ୟାନ ଇନ ବ୍ଲ୍ୟୁ ନୂଆ ଜୋସ କ୍ୟାପଟାନ ବିରାଟ କୋହଲି ଙ୍କ ନୂଆ ଷ୍ଟ୍ରାଟେଜି ଦଳ କୁ କେତେ ଫାଇଦା ଦେଉଛି । ଟିମ ଇଣ୍ଡିଆ ୬ ଟି ମ୍ୟାଚ ରୁ ୫ଟିରେ ଅପରାଜୟ ରହି ୧୧ ପଏଣ୍ଟ ପାଇ ପଏଣ୍ଟ ତାଲିକା ର ଦ୍ୱିତୀୟ ସ୍ଥାନରେ ଅଛି । ଅନ୍ୟପଟେ ଇଂଲଣ୍ଡ ୮ ପଏଣ୍ଟ ପାଇ ପଏଣ୍ଟ ଟେବୁଲ ର ୫ମ ସ୍ଥାନରେ ଅଛି । ଯଦି ଆଜିର ମ୍ୟାଚ ଇଂଲଣ୍ଡ ହାରିଯାଏ ସେମିଫଆଇନାଲ ଆଶା ଆଶା ରେ ହିଁ ରହିଯିବ ।