ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା

ବୁଗୁଡା- ପିପୁଲସ ହାଇ ସ୍କୁଲ କେନ୍ଦ୍ରରେ ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା ୨୦୧୯ ରବିବାର ଦିନ ଅନୁଷ୍ଟିତ ହୋଇ ଯାଇଛି । ପଞ୍ଚମ ଶ୍ରେଣୀ ପାଇଁ ସ୍ତର-୧ ପରୀକ୍ଷା ପାଇଁ ୧୩୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩ ଜଣ ଅନୁପସ୍ଥିତ ଥିବା ବେଳେ ୧୧୭ ଜଣ ପରୀକ୍ଷା ଦେଇଥିଲେ । ସେହିପରି ନବମ ଶ୍ରେଣୀ ପାଇଁ ସ୍ତର-୨ ପରୀକ୍ଷା ପାଇଁ ୧୮୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩ ଜଣ ଅନୁପସ୍ଥିତ ଥିବା ବେଳେ ୧୭୨ ଜଣ ପରୀକ୍ଷା ଦେଇଥିଲେ । ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା କେନ୍ଦ୍ର ଅଧିକ୍ଷକ ଭାବେ, ଏବିଇଓ ପୀତାମ୍ବର ବିଷୋୟୀ ପର୍ଯ୍ୟବେକ୍ଷକ ଓ ସ୍କୁଲର ଶିକ୍ଷକ ବୃନ୍ଦ ନିରୀକ୍ଷକ ଭାବେ କ।ର୍ଯ୍ୟ ସମ୍ପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ