ପତ୍ରକାର ବିମଳା ମହାନ୍ତିଙ୍କ ୭୪ ତମ ଜୟନ୍ତୀ
ଶେରଗଡ଼, (ବିଭୁ ପ୍ରସାଦ ଦାସ): ଗଞ୍ଜାମ ଜିଲ୍ଲା ର ପ୍ରଥମ ପତ୍ରକାର ତଥା ସମାଜ ସେବିକା ସ୍ୱର୍ଗତ ବିମଳା ମହାନ୍ତି ଙ୍କ ୭୪ତମ ଜୟନ୍ତୀ ପିତ୍ତଳ ଠାରେ ମହିଳା ସମିତି ସମ୍ପାଦିକା ସୁଶ୍ରୀ ପୁଷ୍ପାଜଳିପଣ୍ଡା ଙ୍କ ଆବାହକତ୍ୱ ରେ ଅନୁଷ୍ଠତ ହୋଇଯାଇଛି । କୋଭିଡ଼ କଟକଣା ସହ ସାମାଜିକ ଦୂରତା କୁ ଦୃଷ୍ଟି ରେ ରଖି ଦୂର ବାର୍ତ୍ତା ମାଧ୍ୟମରେ ରେ ଡାକ୍ତର ନକୁଳ ସାହୁ,ହିଞ୍ଜଳିକାଟୁ ଆଇ ଟି ଆଇ ପ୍ରିନ୍ସପାଲ ଅମୂଲ୍ଯ କୁମାର ପଣ୍ଡା,ସରିତାପଣ୍ଡା, ରଞ୍ଜିତାରଥ, ଅମ୍ବିକା ପ୍ରଧାନ,ଗୀତାଞ୍ଜଳି ନାୟକ, ଏ ସୁଜାତା, ନମିତା ବେହରା, ବାସନ୍ତୁସାହୁ, କାଦମ୍ବରୀନାୟକ, ତୃଷ୍ଣାମିଶ୍ର, ବବିତାପାତ୍ର, ସଂଧ୍ୟା ରାଣୀ ଦାସ ଭାରତୀ ପଟ୍ଟନାୟକ, ପ୍ରଶାନ୍ତ କୁମାର ରଥ,ମୃଦୁ ଆମ୍ମାଦାସ,ଲକ୍ଷ୍ମୀ ସାବତ ପ୍ରଭାତି ଦାସ,ଅମିୟ କୁମାର ପୃଷ୍ଟି,ମେଘନାଦ ଦାସ, କରୁଣା କର ସାହୁ,ଦେବୀ ପ୍ରସାଦ ଦାଶ,ଭିକୁ ନାୟକ ,ସଚ୍ଚିଦାନନ୍ଦ ନାୟକ, ସ୍ମିତା ପଟ୍ଟନାୟକ,ଭଗବାନ ପାଣିଗ୍ରାହୀ, ଦୀନବନ୍ଧୁ ଶ୍ରୀ ପଲ୍ଲବ, ନିତ୍ୟ ନିରଞ୍ଜନ ପଣ୍ଡା,ହରେ କୃଷ୍ଣମ ହାନ୍ତି,ଝୁନୁ ପଟ୍ଟନାୟକ,ରଜନୀକାନ୍ତ ପାଢୀ,ଚନ୍ଦ୍ର ଧ୍ୱଜ ସ୍ୱାଇଁ,ପଂଚାନନସ୍ୱାଇଁ,ଯୋସ୍ନା ରାଣୀପଣ୍ଡା, ଡକ୍ଟର ନିବେଦିତାପଣ୍ଡା, ଭାସ୍କର ଦାଶଇଂ ବିଚିତ୍ର ନନ୍ଦମୂନୀ,ଇଂ ସୁବାଷ ଚନ୍ଦ୍ର ମହାରଣା,ପ୍ରତିମା ଗୌଡ,ହେମନ୍ତ ମହାନ୍ତି, ହିମାଂଶୁ ମହାନ୍ତି, ପ୍ରମୁଖ ସ୍ୱର୍ଗତ ବିମଳା ମହାନ୍ତି ଙ୍କ ବହୁ ମୁଖୀପ୍ରତିଭା,ସାମ୍ବାଦିକତା ଓ ସମାଜସେବାର ଭୂୟଂଶୀ ପ୍ରଶଂସାରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।