ପାକିସ୍ତାନରୁ ମୁକୁଳିବେ ୧୦୦ ମସ୍ର‌୍ୟଜୀବି

ପାକିସ୍ତାନ ସରକାର ସୋମବାର ଦିନ ୧୦୦ ଜଣ ଭାରତୀୟ ମସ୍ର‌୍ୟ ଯିବି ଭାରତକୁ ଫେରାଇଦେବା ପାଇଁ ସୂଚନା ଦେଇଛନ୍ତି । ଆସନ୍ତା ୭ ଓ ୮ ତାରି୍ଖରେ ସେମାନଙ୍କୁ ମୁକ୍ତ କରାଯିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ୩୮୫ ଭାରତୀୟ ମସ୍ର୍ର୍ର‌୍ୟ ଜିବୀ ମାନଙ୍କ ମଧ୍ୟରୁ ୧୦ଜଣ ସାଧାରଣ ନାଗରିକଙ୍କୁ ଛାଡିବା ପାଇଁ ଭାରତ ହାଇକମିସନର ଙ୍କ ନିକଟରେ ଦାବି କରାଯାଇଥିଲା । ୨୧୦ ମସିହାରେ ପାକିସ୍ତାନ ୪୪୨ ଭାରତୀୟ ପାକିସ୍ତାନକୁ ଛାଡିଦେଇଥିଲା । ଭାରତରେ ପାକିସ୍ତାନ ମସ୍ର‌୍ୟଜୀବି ଅଛନ୍ତି ତାଙ୍କୁ ଛଡା ଯିବ କି ନାହିଁ ତାହା ଭାରତ ସରକାରଙ୍କ ତରଫରୁ କିଛି ସ୍ପଷ୍ଟ କରାଯାଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ