ପାକିସ୍ଥାନ ପାଇଁ କର ବା ମର ମ୍ୟାଚ
ଲଟ୍ସ ଗ୍ରାଉଣ୍ଡ ରେ ଖେଳାଯାଉଥିବା ଆଇସିସି ୨୦୧୯ ବିଶ୍ୱକପ ମ୍ୟାଚ ରେ ଆଜି ପାକିସ୍ଥାନ ଓ ବାଙ୍ଗଲାଦେଶ ମଧ୍ୟ ରେ ଗୁରୁତ୍ୱ ପୂର୍ଣ୍ଣ ମ୍ୟାଚ ଖେଳାଯାଉଛି । ବିଶ୍ୱକପ ସେମିଫାଇନାଲ ରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ପାକିସ୍ଥାନ କୁ ଆସମ୍ଭବ ବିଜୟ ଦରକାର । ତେବେ ପାକିସ୍ଥାନ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ବାଙ୍ଗଲାଦେଶ କୁ ହରାଇବାକୁ ହେଲେ ବାଙ୍ଗଲାଦେଶ କୁ ବଡ ସ୍କୋର ଦରକାର ।


