ପାକ୍ ଆତଙ୍କବାଦୀଙ୍କୁ ରାଜନାଥ ସିଂଙ୍କ ଚ୍ୟାଲେଞ୍ଜ
ପାକିସ୍ତାନ କୁ ପରୋକ୍ଷରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚେତାବନୀ ି । ବାଲାକୋଟରେ ପୁଣି ଥରେ ଆତଙ୍କବାଦୀ ହମଲା କରିବାକୁ ପାକ୍ ପ୍ରୟାସ ନକରିବା ଦରକାର ଯଦି ପାକ୍ ଆତଙ୍କବାଦୀ ଭାରତୀୟ ମାନଙ୍କ ଉପରେ କୈାଣସି ପ୍ରକାରେ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି ତେବେ ଭାରତୀୟ ସେନା କଡା ଯବାବ ଦେବେ ବୋଲି ପାକ୍ ଆତଙ୍କବାଦୀଙ୍କୁୂ ଚେତାବନୀ ଦେଇଛନ୍ତି ରାଜନାଥ ସିଂ । କୈାଣସି ଭୟଭିତ ହେବାର ନାହିଁ ଆମ ଦେଶର ସେନା ଶତ୍ରୁ ପକ୍ଷକୁ କିପରି ଜଖମ କରିବ ସେଥିପ୍ରତି ସଦାବେଳେ ତପ୍ତର ରହିଛି ତେଣୁ କୈାଣସି ଭୟଭିତ ହେବାର କାରଣ ନାହିଁ । ଅନ୍ୟ ପଟେ ପାକିସ୍ତାନ ମାଟିରେ ପ୍ରତିଦିନ ହଜାର ହଜାର ଆତଙ୍କୀ ଜନ୍ମଜାତ ହେଉଥିବାରୁ ବିଶ୍ୱ ଦରବାରରେ ପାକିସ୍ତନକୁ ନିନ୍ଦିତ ହେବାରେ ପଡିଛି ।


