ପାରଳାରେ କଂଗ୍ରେସ ଗ୍ୟାରେଣ୍ଟି ଇସ୍ତାହାର ନେଇ ଘରେ ଘରେ ନିକଟତର ହେଉଛନ୍ତି ବିଜୟ ପଟ୍ଟନାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ କଂଗ୍ରେସ ବିଧାନସଭା ପ୍ରାର୍ଥ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଦଳୀୟ ଇସ୍ତାହାର ଶୁଭ ଉଦଘାଟନ କରି ଘରେ ପହଞ୍ଚାଇବା ପ୍ରୟାସ ଆରମ୍ଭ କରିଛନ୍ତି । କଂଗ୍ରେସ ଗ୍ୟାରେଣ୍ଟି ସମ୍ପର୍କରେ ଲୋକଙ୍କୁ ପୂଙ୍ଖାନୁ ବିଜୟ ପୂଙ୍ଖ ଭାବେ ବେ ବୁଝାଉଛନ୍ତି କୁ ମାର ପଟ୍ଟନାୟକଙ୍କ ଏହି କାର୍ଯ୍ୟକ୍ରମକୁ । କ୍ରମକୁ ଦେଖ୍ ଅଞ୍ଚଳ ବାସିନ୍ଦା ଜ୍ଞାପନ କରିବା ସହିତ ଶୁଭକାମନା ଜଣାଇଛନ୍ତି ଚୈତ୍ର
ମାସ ମଙ୍ଗଳ ବାର ଦିନରେ ପାରଳାଖେମୁଣ୍ଡି ସହରର ଏବଂ ସକାନ ନାଳ ସମୟରେ ନିର୍ବାଚନ ମଣ୍ଡଳୀର ଆଖପାଖ ଆଖପାଖ ଅଞ୍ଚଳରେ ଗ୍ର ବରେ ଗ୍ରାମ ଦେବତୀଙ୍କ ପୂଜାର୍ଚ୍ଚନା କରିବା ବେଳେ ବିଜୟ କୁମାର ପଟ୍ଟନାୟକ ପହଞ୍ଚୁ । ଏହା ସହିତ ସମସ୍ତ ଗ୍ରାମ ବୁଲି ଲୋକଙ୍କୁ କଂଗ୍ରେସ ଗ୍ୟା ଗ୍ୟାରେଣ୍ଟି ଇସ୍ତାହାର ଉପରେ ବୁଝାଉଥିଲେ | ଆଜି ଗୋଷାଣୀ ବ୍ଲକ୍‌ର ଅଗରଖଣ୍ଡି, ରଖଣ୍ଡି, ଭି ଭିନ୍ନଳା, ମଣ୍ଡଳଦେଇ, ବଡ଼ଗାଁ, ବଡକତୁରୁ, ଜଙ୍ଗଲ ପାଡ଼ୁ,ବିଶି ତାପୁ ପୁରୁ, ରୁ, ପରେ ଅପରା ଅପରାହ୍ନରେ ପାରଳାଖେମୁଣ୍ଡି ସହରରେ ସାହି ମାନଙ୍କ ନଙ୍କରେ ପ୍ରଚା ପ୍ରଚାର ପ୍ରସାର କରିଥିଲେ I ଏହି କାର୍ଯ୍ୟକ୍ରମରେ ଜୁବ କଂଗ୍ରେସ, ସୂର୍ଯ୍ୟ ନାରାୟଣ ପାତ୍ର,ଜସ୍ମିନ ସାହିଦ ରାଫି ମହିଳା କଂଗ୍ରେସ, ସଭାନେତ୍ରୀ ରଞ୍ଜିତା ପାଣିଗ୍ରାହୀ, ଅଭିମନ୍ୟୁ ପଣ୍ଡା, ଉପେନ୍ଦ୍ର ବିଶ୍ଵାଳ,ଇନାସ ରାଇତ, ସୁବାଷ ଶବର, ନଗର କଂଗ୍ରେସ୍ ସଭାପତି ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରେ ମଇଦାନରେ ରଣନୀତି ନିର୍ଦ୍ଧାରଣ କରିଚାଲିଛନ୍ତି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ