ପାରାଦୀପ ପ୍ରେସ ମିଡିଆ ତରଫରୁ ୭୪ତମ ସ୍ବାଧୀନତା ଦିବସ ପାଳିତ।

ପାରାଦିପ , (ପିତବାସ ପ୍ରଧାନ): ପାରାଦୀପ ପ୍ରେସକ୍ଲବ୍ ପରିସରରେ ପାରାଦୀପ ପ୍ରେସ ମିଡିଆ ସଂଘ ଏବଂ ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ସ୍ବାଧିନତା ଦିବସ ପାଳନ କରାଯାଇଥିଲା | ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଚିତ୍ତ ରଂଜନ ସ୍ବାଇଁ ପତାକା ଉତ୍ତୋଳନ ଉତ୍ତୋଳନ କରିଥିଲେ | ଏଥିରେ ପାରାଦୀପ ପ୍ରେସ୍ ମିଡିଆ ସଭାପତି ବସନ୍ତ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ପରିଡା, ଉପସଭାପତି ଅରୁଣ କୁମାର ଓଝା, ସଂପାଦକ ବଟକ୍ରୁଷ୍ନ ଦାସ, ସହସଂପାଦକ ମନୋଜ କୁମାର ଦାସ, କୋଷାଧକ୍ଷ ସୁରେନ୍ଦ୍ର ବିଶ୍ବାଳ, ଓଡିଶା ସାମ୍ବାଦିକ ସଂଘର ପାରାଦୀପ ସଭାପତି କର୍ମେଶ୍ବର ସ୍ବାଇଁ, ବରିଷ୍ଠ ସାମ୍ବାଦିକ ସୁଧିର ରଂଜନ ଦାଶ, ଗଙ୍ଗାଧର ରାଉତ, ରାକେଶ ପଟ୍ଟନାୟକ , ହରିଶ୍ଚନ୍ଦ୍ର ଲେଙ୍କା, ଶୁସିଲ୍ ପଟ୍ଟନାୟକ, ଅଜିତ୍ କୁମାର ଦାସ, ବିବେକାନନ୍ଦ ରାଉତ ଓ ପାରାଦୀପ ପ୍ରେସ ମିଡିଆର ଅନ୍ୟ ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ