ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ସାବଳରେ ପିଟି ହତ୍ୟା
କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା): କୁକୁଡାଖଣ୍ଡି ବ୍ଲକ ସଦର ଥାନା ଅନ୍ତର୍ଗତ ରୋହିଙ୍ଗା ଗ୍ରାମରେ ବୁଧୁବାର ରାତ୍ରି ପାରିବାରିକ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଲହ ହୋଇ ପାଟି ତୁଣ୍ଡ ହୋଇଥିଲା,ଶେଷରେ ସ୍ୱାମୀ ରାଜେନ୍ଦ୍ର ଜେନା ନିଶା ଶକ୍ତ ହୋଇ ସୈତାନ ସାଜି ଘରେ ଥିବା ଧରୁଆ ସବଲରେ ନିଜ ସ୍ତ୍ରୀ ଝୁନୁ ସ୍ୱାଇଁକୁ ମୁଣ୍ଡକୁ ଆଘାତ କରିଥିଲା, ଯାହା ଫଳରେ ଝୁନୁର ମୁତ ହୋଇଥିବା ସୂଚନା ଏ ନେଇ ସଦର ଥାନାରେ 276/24ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସଦର ଥାନା ଅଧିକାରୀ ରାମ ଶୁଭ୍ରମନ୍ୟୁମ କହିଛନ୍ତି.