ପାରିଶ୍ରମିକ ବୃଦ୍ଧି ସହ ବିଭିନ୍ନ ଦାବୀ ନେଇ ପାଚିକା ସଂଘ ରାଲି ଓ ବିକ୍ଷୋଭ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଭିନ୍ନ ଦାଵୀ ପୂରଣ ନେଇ ନିଖିତ ଉତ୍କଳ ପାଚିକା ସଂଘ ପକ୍ଷରୁ ଆବାହକ ଜନବାଦୀ କୁମାରଙ୍କ ନେତୃତ୍ବରେ ରାଲି ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା l ଏହି ରାଲି ବଜାରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା l ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଏକ ଦାବିପତ୍ର ପ୍ରଦାନ କରିଥିଲେ l ସେମାନଙ୍କ ଦାବୀ ମଧ୍ୟରେ ରହିଛି ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ