ପିଉସୀର ଗଳା କାଟି ହତ୍ୟାକଲା ଭଣଜା
ପିଉସୀର ଗଳାକାଟି ହତ୍ୟା କରିଛି ଭଣଜା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୈାଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଂଞ୍ଚାୟତ ଆଶ୍ରେ ଗ୍ରାମରେ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଭଣଜା ପୀଉସୀ କୁ ଦୁଷ୍କର୍ମ କରିବାକ ୁ ଉଦ୍ୟମ କରୁଥିବା ବେଳେ ପିଉସୀ ଏହାକୁ ବାରଣ କରିଥିଲେ । ଏହା ପରେ ଭଣଜା ଏକ ଧାରୁଆ ଅସ୍ତ୍ରରେ ପିଉସୀଙ୍କ ଗଳା କାଟି ହତ୍ୟାକରିଥିବା ଜଣାପଡିଛି । କବିତା ଯୁକ୍ତ ୨ ପଢୁଥିବା ବେଳେ ଭଣଜା ବିନୋଦ ଏଭଳି କାଣ୍ଡ ଘଟାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣା ସ୍ଥଳରେ ମୃତ ଦେହକୁ ଜବତ କରିବା ସହ ସୋନପୁର ମେଡିକାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି