ଅପରାଧ ପୁଇନ୍ତଳା ବିଡିଓଙ୍କୁ ଅପହରଣ ଅଭଯୋଗ 29/03/201929/03/2019 admin 0 Comments ପୁଇନ୍ତଳା ବିଡିଓଙ୍କୁ ଅପହରଣ ଅଭଯୋଗ ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବିଡିଓ ସରୋଜ ମିଶ୍ରଙ୍କୁ ଅପହରଣ ଅଭିଯୋଗ । ଅପହରଣର କାରଣ ଅସ୍ପଷ୍ଠ । ଅପହରଣ ସୁଚନା ପାଇବା ପରେ ପୋଲିସର ଇନଭେଷ୍ଟିକେସନ ଜାରି ରହିଛି । ସୁଚନାଯୋଗ୍ୟ , ସରୋଜ ମିଶ୍ର ଅଫିସରେ ଥିବା ସମୟରେ ଏକ ସ୍କର୍ପିଓରେ ଆସି ଉଠାଇନେଇଥିବା ଜଣାପଡିଛି । Spread the love