ପୁଣି ଚାଷୀ ଆତ୍ମହତ୍ୟା କଲେ

ଯାଜପୁର ଜିଲା ପଟୁଣିଆ ଡ଼ିହନରସିଂହପୁର ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଲକ୍ଷାଧିକ ଟଙ୍କାର ଋଣ କରିଥିବାରୁ ସେ ଚାପଗ୍ରସ୍ତ ଥିଲେ। ସୂଚନା ଯୋଗ୍ୟ, ଗତ ୧୨ ତାରିଖରେ ସେ ବିଷ ପିଇଦେଇଥିଲେ ଓ ଏସସିବିରେ ଚିକିତ୍ସିତ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ହୋଇଛି। ଋଣ ଅଧିକ ହୋଇଯାଇଥିବାରୁ ସୁଝି ନପାରିବା ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ