ପୁଣି ବ୍ରହ୍ମପୁରର ୯ ପୋଲିସ କର୍ମଚାରୀ କୋରୋନା ପଜିଟିଭ୍‌

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ପୋଲିସର ୯ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଅବଶ୍ୟ ସମସ୍ତେ ଭଲ ଅଛନ୍ତି । ସମସ୍ତେ ଅବଜରଭେସନରେ ଅଛନ୍ତି । ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଲେ ବ୍ରହ୍ମପୁର ଏସପି ପିନାକ ମିଶ୍ର । ତେବେ ସମସ୍ତଙ୍କ ଖୁବ୍ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ବ୍ରହ୍ମପୁର ଏସପି ପିନାକ ମିଶ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ