ପୁରାତନ ଛାତ୍ର ସଂସଦ ପକ୍ଷରୁ ବାର୍ଷୀକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନାଉଗାଁ:ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ବାର୍ଷୀକ ଉତ୍ସବ ଓ ବନ୍ଧୁ ମିଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅକ୍ଷୟ କୁମାର ସାହାଣି, ଉତ୍କଳ ରଂଜନ ମହାନ୍ତି, ଅଭିମନ୍ୟୁ ସାମନ୍ତରାୟ,ରବିନ୍ଦ୍ର ପଟ୍ଟନାୟକ ଙ୍କ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆସନ୍ତା ୧୨ ଜାନୁଆରୀରେ ୨୦୨୦ ହେବାକୁ ଥିବା ବାର୍ଷୀକ ଉତ୍ସବ ବିଷୟରେ ଆଲୋଚନା କରାଯଇାଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ