ପୂର୍ବତନ ଅତିରିକ୍ତ ସେଲିଟର ଜେନେରାଲ ଇନ୍ଦିରା ଜୟ ସିଂ ଙ୍କ ବାସ ଭବନରେ ସିବିଆଇ
(ଯୁଗାବ୍ଦ ନ୍ୟୁଜ )ଦେଶ ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ସୁପ୍ରିମ କୋର୍ଟ ର ପ୍ରତିଷ୍ଠିତ ଓକିଲ ଇନ୍ଦିରା ଜୟ ସିଂ ଓ ଆନନ୍ଦ ଗ୍ରୋଭର ଙ୍କ ଦିଲ୍ଲୀ ଓ ମୁମ୍ବାଇ ବାସ ଭବନରେ ରେଡ କରିଛି ସିବିଆଇ ଲୟସ କଲେକଟିଭ ସଂସ୍ଥା ରେ ଏହି ଦୁଇ ଆଇନଜୀବି ବେଆଇନ ଭାବେ ଟଙ୍କା ଆଣୁଥିବା ଅଭିଯୋଗ କରି ଚଢାଉ କରିଛି ।ଏହି ସଂସ୍ଥା ବେଆଇନ ଭାବେ ବିଦେଶରୁ ଟଙ୍କା ଆଣୁଥିଲା । ଏଚ.ଆଇ. ଈି ଏଡସ ସର୍ମ୍ପକ ରେ ସଚେତନତା ଲାଗି ଏହିି ଦୁଇ ଓକିଲ ଲୟସ୍ କଲେକଟିଭି ମାଧ୍ୟମରେ ଆସୁଥିଲା ବୋଲି ଗୃହମନ୍ତ୍ରାଳୟ ଜାଣିବାକୁ ପାଇଥିଲା ।