ପୋଲସରା ବିଧାୟକଙ୍କ ଜନମଙ୍ଗଳ କାର୍ଯ୍ୟ

ପୋଲସରା ବିଧାୟକଙ୍କ ଜନମଙ୍ଗଳ କାର୍ଯ୍ୟ
ପୋଲସରା ବିଧାୟକଙ୍କ ଜନମଙ୍ଗଳ କାର୍ଯ୍ୟ

ପୋଲସରା , (ଯୁଗାବ୍ଦ ନ୍ୟୁଜ)  ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସେ ପୋଲସରା ବ୍ଲକର ଢୁଙ୍କାପଡା,କଣିଆପଲ୍ଲୀ ଗ୍ରାମର ସମସ୍ତ ଜନସାଧାରଣଙ୍କ ନିକଟକୁ ଯାଇ ଆର୍ଶୀବାଦ ଭିକ୍ଷା କରିବା ସହ ଢୁଙ୍କାପଡା ତଳସାହି ନାମଘର ଓ ୨ଗୋଟି ଅଙ୍ଗନାବାଡ଼ି କେନ୍ଦ୍ରକୁ ବିଧାୟକ କରକମଳରେ ଉଦଘାଟନ କରିଛନ୍ତି । ଏହି ଅବସରରେ ବହୁ ମାନ୍ୟଗଣ ବ୍ୟକ୍ତି ଓ ଗ୍ରାମବାସି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ