ପ୍ରଥମ ଦିନ ରେ ୧୧ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ

ରାଇକିଆ, (ପ୍ରଦୀପ ବେହେରା) :ସୋମବାର ଠାରୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ବିଭିନ୍ନ ପଂଚାୟତ ରେ ସୋମବାର ୧୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ସରପଞ୍ଚ ପ୍ରାର୍ଥୀ ପାଇଁ ଜଣେ, ସମିତି ସଭ୍ୟ ପ୍ରାର୍ଥୀ ପାଇଁ ଜଣେ ଏବଂ ୯ ଜଣ ୱାର୍ଡ ମେମ୍ବର ପାଇଁ ନିଜ ପଂଚାୟତରେ ରିଟର୍ଣିଂ ଅଫିସର ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ