ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବୈଦ୍ୟୁତିକ ଗଣମାଧ୍ୟମ ନାମ

ଶେରଗଡ଼, (ବିଭୁ ପ୍ରସାଦ ଦାସ):କନକ ନ୍ୟୁଜ କୁ ଆବାସ ଘର ପାଇବା କଥା କାନ କୁ ଶୁଣିବାକୁ ଅଡୁଆ ଲାଗୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ନିମନ୍ତେ ଚୟନ ହୋଇଥିଲା ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକାରେ ସାମିଲ ହୋଇଛି କନକ ନ୍ୟୁଜ ଏହି ଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି।ଆଜି ଶେରଗଡ଼ ବ୍ଲକ ପକ୍ଷରୁ ବ୍ଲକ ସମସ୍ତ ଗ୍ରାମ ପଞ୍ଚାୟତ ରେ ଅଫିସ ସମୂଖ ରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ର ସମ୍ଭାବ୍ୟ ତାଲିକା କାନ୍ଥ ରେ ବେନର ସାହାଯ୍ୟ ରେ ମରାଯାଇଥିବାର ଦେଖିବାକୁ ମିଳିଥିଲା । ଆବାସ ଘର ପାଇଁ କାନ୍ଥ ରେ ଲଗାଇଥିବା ବେନରେ ନାମ ଓ ପିତା ଙ୍କ ନାମ କୁ ନେଇ ବଡ଼ ଧରଣର ଭୁଲ ଦେଖା ଯାଇଥିଲା ଏହାକୁ ନେଇ ଲୋକ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।ଏହା ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ବାକି ରହିଲା ସଂଶୋଧନ ହେଉଛି ନା ମିଳୁଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ