ପ୍ରମୁଖ ପ୍ରାର୍ଥୀଙ୍କ ଉପରେ ନଜର

ପ୍ରଥମ ପର୍ଯ୍ୟାୟରେ ଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବୁଥ୍‌ଗୁଡ଼ିକରେ ଭୋଟ ଗ୍ରହଣ ଚାଲିଛି।ଦେଶର ବିଭିନ୍ନ ଆସନରୁ ଲଢୁଥିବା ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ନାଗପୁର ଆସନରୁ ବିଜେପିର ନୀତିନ ଗଡ଼କରୀ, ଅରୁଣାଚଳ ପଶ୍ଚିମରୁ ବିଜେପିର ନରେନ ରିଜିଜୁ, ଗୌତମବୁଦ୍ଧ ନଗରରୁ ବିଜେପିର ମହେଶ ଶର୍ମା, ଗାଜିଆବାଦରୁ ବିଜେପିର ଭି. କେ. ସିଂହ, ହାଇଦ୍ରାବାଦରୁ ଏଆଏମ୍‌ଆଇଏମ୍‌ର ଆସାଉଦ୍ଦିନ ଓଓ୍ଵାସି, ନୈତିତାଲ-ଉଦ୍ଦାମସିଂହ ନଗରରୁ କଂଗ୍ରେସ ପ୍ରାର୍ଥୀ ହରିଶ ରାଉତ, ହରଦ୍ୱାରରୁ ବିଜେପି ପ୍ରାର୍ଥୀ ରମେଶ ପୋଖରିୟାଲ୍‌ ନିଶଙ୍କ, ନୈନିତାଲ-ଉଦ୍ଦାମସିଂହରୁ ବିଜେପି ପ୍ରାର୍ଥୀ ଅଜୟ ଭଟ୍ଟ, ଜାମୁଇରୁ ଏଲ୍‌ଜେପି ଚିରାଗ ପାସଓ୍ଵାନ, ଗୟାରୁ ଏଚ୍‌ଏମ୍‌ ପ୍ରାର୍ଥୀ ଜିତନରାମ ମାଞ୍ଝି, ମୁଜାଫରନଗରରୁ ଆର୍‌ଏଲ୍‌ଡି ପ୍ରାର୍ଥୀ ଅଜିତ ସିଂହ, ବାଗପତରୁ ଆର୍‌ଏଲଡି ପ୍ରାର୍ଥୀ ଜୟନ୍ତ ଚୌଧୁରୀ, ବାଗପତ୍‌ରୁ ବିଜେପି ପ୍ରାର୍ଥୀ ସତ୍ୟପାଲ ସିଂହ, ଖମ୍ମାମରୁ କଂଗ୍ରେସ ପ୍ରାର୍ଥିନୀ ରେଣୁକା ଚୌଧୁରୀ, ମିରଟରୁ ବିଏସ୍‌ପି ପ୍ରାର୍ଥୀ ହାଜି ୟାକୁବ୍‌ କୁରେଶି, ବିଞ୍ଜୋର୍‌ରୁ କଂଗ୍ରେସ ପ୍ରାର୍ଥୀ ନସୀମୁଦ୍ଦିନ ସିଦ୍ଦିକି, ସାହାରଣପୁରରୁ କଂଗ୍ରେସ ପ୍ରାର୍ଥୀ ଇମ୍ରାନ୍‌ ମାସୁଦ୍‌, କୈରାନାରୁ ଆର୍‌ଏଲ୍‌ଡି ପ୍ରାର୍ଥୀ ତବସୁମ୍‌ ହସନ୍‌, ମୁଜାଫରନଗରରୁ ବିଜେପି ପ୍ରାର୍ଥୀ ସଞ୍ଜୀବ ବାଲ୍ୟାନ ଏବଂ ଗରଓ୍ଵାଲ୍‌ରୁ କଂଗ୍ରେସ ପ୍ରାର୍ଥୀ ମନୀଷ ଖଣ୍ଡୁରୀ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ