ପ୍ରଶଂସା ସାଉଣ୍ଟୁଛନ୍ତି ଯୁବ ଆଇଏସ ଅଧିକାରୀ
ବାତ୍ୟା ଫୋନି ଦୁଃଖ ଦେଇଯାଇଛି ସତ କିନ୍ତୁୁ ଏମିତି କିଛି ସରକାରୀ ଅଫିସର ଅଛନ୍ତି ଯେ ଯାହା ଙ୍କ ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ପାଇଁ ସାଧାରଣ ରେ ଚର୍ଚ୍ଚା ରେ ଥାନ୍ତି ଆମେ କହୁଛୁ ଯୁବ ଆଇଏସ ଅଫିସର ନିତିନ ଜାୱଲେ ବାତ୍ୟା ରେ କ୍ଷତି ଗ୍ରସ୍ତ ହୋଇଥିବା ନିଜ ପାଚେରୀ ର ନିଜେ ମରାମତି କରି ବାଃ ବାଃ ସାଉଣ୍ଟୁଛନ୍ତି । ଯେଉଁଠି ପ୍ରଶାସନିକ ଅଧିକାରୀ ମାନେ ଆଦେଶ ଦେଇ ଅନ୍ୟ ମାନଙ୍କ ଦ୍ୱାରା କାମ କରାଇଥାନ୍ତି ସେଠି ନିଜ କ୍ୱାଟରର ପାଚେରୀ କୁ ସେ ନିଜେ ମରାମତି କରିଛନ୍ତି ହାତରେ କରଣୀ ମୁଣ୍ଡରେ ଟୋପି କାହା ଉପରେ ଭରସା ନ କରି ନିଜ କାମ ରେ ଲାଗିପଡିଛନ୍ତି । ଏବେ ସୋସିଆଲ ମିଡିଆରେ ଏହି ଫୋଟ ଘୁରିବୁଲୁଛି । ତାଙ୍କର ଏହି କାମକୁ ବରିଷ୍ଠ ଅଫିସର ମାନେ ପ୍ରଶଂସା କରିଛନ୍ତି ।