ଫନୀର ମୁକାବିଲା କରିବା ପାଇଁ ପହଞ୍ଚିଲା ୩ ଟି ନୈାସେନା

ସାମୁଦ୍ରିକ ଝଡ ଫନୀର ମୁକାବିଲା କରିବା ନିମନ୍ତେ ନୈାସେନା ପଠାଇଲା ୪ ଟି ଜାହାଜ ।ା ଫାନୀର ମୁକାବିଲା କରିବା ନିମନ୍ତେ ନୈସେନା ଜାଗ୍ରତ ରହିଛି ବୋଲି କହିଛି । ଚେନ୍ନାଇରୁ ତିନିଗୋଟି ଜାହାଜ ବାହାରିଛି । ରିଲିଫ ଓ ରେସ୍କ୍ୟୁ ପାଇଁ ବାୟୁସେନା ଜାଗ୍ରତ ରହିଥିବା କଥା କହିଛି । ଏହା ସହ ପୁରୀ ନିକଟରେ ଲ୍ୟାଣ୍ଡଫଲ ହେବାବେଳେ ନୈାସେନା କାର୍ଯ୍ୟରେ ଆସିବ । ରାଜ୍ୟର ଯେ କୈାଣସି ଅସୁବିଧା ଘଟଣା ବେଳେ ନୈାସେନା ସାହାର୍ଯ୍ୟ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ