ରାଜ୍ୟ ଫୋନି କ୍ଷତିଗ୍ରସ୍ତ ଙ୍କୁ ହଂକଂ ସରକାର ଙ୍କ ସହାୟତା 06/07/201906/07/2019 admin 0 Comments ଫୋନି କ୍ଷତିଗ୍ରସ୍ତ ଙ୍କୁ ହଂକଂ ସରକାର ଙ୍କ ସହାୟତା ସାମୁଦ୍ରିକ ଝଡ ଫୋନି ଦ୍ୱାରା ଅଧିକ କ୍ଷୟକ୍ଷତି ହୋଇଥିବା ପୁରୀ ଜିଲ୍ଲା ପାଇଁ ସହାୟତା ର ହାତ ବଢାଇଛନ୍ତି ହଂକଂ ସରକାର । ହଂକଂ ସରକାର ମୋଟ ୯ ଲକ୍ଷ ୨ ହଜାର ୨୭୮ ଡଲାର ଅର୍ଥ ସାହାର୍ଯ୍ୟ କରିବା ପାଇଁ ଘୋଷଣା କର୍ିଛନ୍ତି । Spread the love