ବରିଷ୍ଠ କର୍ମ·ରୀ ଗେ।ବିନ୍ଦ ଚନ୍ଦ୍ର ପଣ୍ଡାଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

ବ୍ରହ୍ମପୁର, : ଜିଇଡି ସବଡିଭିଜନ କାଯର‌୍ୟାଳୟ ଠାରେ ଜିଇଡିର ବରିଷ୍ଠ କର୍ମ·ରୀ ତଥା କର୍ମ·ରୀ ସଂଘ ନେତା ଗେ।ବିନ୍ଦ ଚନ୍ଦ୍ର ପଣ୍ଡାଙ୍କୁ ଅବସରକାଳିନ ବିଦାୟ ସମ୍ବର୍ଦ୍ଧନା ଦିଅ ।ଯାଇଥିଲା । ଏହି ଅବସରରେ ପଣ୍ଡାଙ୍କୁ ବିଭାଗୀୟ ଏସଡିଓ ସୁବାସ ଚନ୍ଦ୍ର ନାୟକ ଉପଢ଼ୌକନ, ପୁଷ୍ପଗୁଚ୍ଛ, ଛତା, ବ୍ୟାଗ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଗଞ୍ଜାମ ଜିଲା ଜିଇଡି କର୍ମ·ରୀ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସହକାରୀ ଯନ୍ତ୍ରୀ ଇଂ. ସୁବାଷ ଚନ୍ଦ୍ର ନାୟକ, କନିଷ୍ଠ ଯନ୍ତ୍ରୀ ନବୀନ ମହାଙ୍କୁଡ଼, ପଙ୍କଜ ରଣା, ମମତା ପାଣିଗ୍ରାହୀ, କର୍ମ·ରୀ ସଂଘର ନବ ନିଯୁକ୍ତ ସମ୍ପାଦକ ଉତ୍ସବ ସାବତ, ଶିବରାମ ପଣ୍ଡା, ବି. ଲେଚମେୟା, ଦିଲୀପ କୁମାର ରେଡ଼ୀ, ନାଗଭୂଷଣ ରାଓ ପ୍ରମୁଖ ଭାଷଣ ଦେଇ ପଣ୍ଡାଙ୍କ ବହୁମୁଖୀ ପ୍ରତିଭା ଓ କାଯର‌୍ୟଶୈଳୀର ପ୍ରଶଂସା କରିଥିଲେ । ସଭାପତି ରଥ ପଣ୍ଡାଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ଉତ୍ତରରେ ପଣ୍ଡା କର୍ମ·ରୀମାନଙ୍କୁ ନିଷ୍ଠା ଓ ତ୍ୟାଗର ସହିତ କର୍ତ୍ତବ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ