ବାଂଲାଦେଶକୁ ହରାଇ ସେମିରେ ଟିମ ଇଣ୍ଡିଆ

ବ୍ଲୁ ଜର୍ସି ବିଜୟରେ ବିଜୟର ଧାରାକୁ ଫେରିଆସିଲା ଟିମ୍ ଇଣ୍ଡିଆ । ବାଂଲାଦେଶକୁ ୨୮ ରନରେ ହରାଇଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ଶତକ ଏବଂ ଲୋକେଶ ରାହୁଲ ଙ୍କ ଅର୍ଦ୍ଧ ଶତକରେ ଟିମ୍ ଇଣ୍ଡିଆ ସଂମ୍ପୂର୍ଣ୍ଣ ଓଭର ଖେଳି ୩୧୪ ରନ କରି ୯ ୱିକେଟ ହରାଇଥିଲା । ବାଂଲାଦେଶକୁ ଟିମ୍ ଇଣ୍ଡିଆ ୩୧୫ ରନର ଟାର୍ଗେଟ ଦେଇଥିବା ବେଳେ ୨୮୬ ରନରେ ଅଲଆଉଟ ହୋଇଯାଇଥିଲା । ବାଂଲାଦେଶର ସାଖିବ ହାଲାସନ୍ ୬୬ ରନ କରିଥିବାବେଳେ ମହମ୍ମଦ ସାଇଫୁଦିନ୍ ୫୧ ରନ କରିଥିଲେ । ଅନ୍ୟ କୈାଣସି ବ୍ୟାଟସ ମ୍ୟାନ ଭାରତୀୟ ବୋଲର ଙ୍କ ଆଗରେ ଭଲ ପ୍ରଦର୍ଶନ କରିପାରିନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ