ବାଲିଗୁଡାରେ ତିଳର୍ତପଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ପୁଣୁତିଥିରେ ଆଜି ବାଲିଗୁଡା ଠାରେ ତିଳ ର୍ତପଣ କାର୍ଯ୍ୟକ୍ରମ ସାମ୍ବାଦିକ ଭଗବତୀ ପ୍ରସାଦ ସାବତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଥିବା କଦଳୀବନ୍ଧ ପରିସରରେ ଅନୁଷ୍ଠିତ ହୋଇଯ୍‌ାଇଛି । ପଣ୍ଡିତଗୁରୁଜୀ ପ୍ରମୋଦ କୁମାର ମହାପାତ୍ର ରିତିନିତି ପ୍ରକାରେ ତିଳର୍ତପଣର ପୁଜାପଦ୍ଦତି କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବନବାସୀ ସେବା ସମିତିର ସହସମ୍ପାଦକ ରବୀନ୍ଦ କୁମାର ପଣ୍ଡା,ବିଶ୍ୱଜିତ ଜେନା,ଶିକ୍ଷାନିକେତନର ପ୍ରତିଷ୍ଠାତା ରାଜ କିଶୋର ପାଢୀ,ଅବସରପ୍ରାପ୍ତ ଶିକ୍ଷକ ବଂଶିଧର ପଣ୍ଡା,ରବି ନାରାୟଣ ମିଶ୍ର,ଶିକ୍ଷକ ଯେ୍‌ାଗେନ୍ଦ୍ର ଜେନା ,ତିର୍ଥବାଶି ଘଡେଇ,ରଂଜିତ କୁମାର ମହାନ୍ତୀ, ବ୍ରଜ ଶାହାଣୀ, ଓୟୁଜେ ଜିଲ୍ଲାସମ୍ପାଦକ ଅସିତ କୁମାର ବେହେରା,ସାମ୍ବାଦିକ,ଚିତ ରଂଜନ ନାୟକ,ଫିଲିପ ଦିଗାଳ,ଶୁକାନ୍ତ ତ୍ରିପାଠି ,ଲକ୍ଷ୍ମି ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ