ବାଲି ମାଫିଆଙ୍କ ଆତଙ୍କରାଜ, ଗ୍ରାମବାସୀ ଭୟଭୀତ

ଗଂଜାମ,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ବ୍ଲକ ଅନ୍ତର୍ଗତ ୟୁଡିଏସପୁର ପଂଚାୟତର ବେଣିଗୈାରୀ ଗ୍ରାମସ୍ଥିତ ଋଷିକୁଲ୍ୟା ବ୍ରଜକୋଟ ବାଲିଘାଟରୁ ବେଆଇନ ଭାବରେ ବାଲି ମାଫିଆ ମାନେ ପ୍ରତିଦିନ ବାଲି ଚୋରା ଚାଲାଣ କରିବା ସହ ଡ୍ରାଇଭର ମାନେ ମହିଳା ମାନଙ୍କୁ ଅସଦାଚରଣ କରିବା ସହ ଦ୍ରୁତ ଗତିରେ ଗାଡି ଚାଳନ କରିବା ,ଗାଡିର ଦ୍ରୁତଗତି କାରଣରୁ ବିଭିନ୍ନ ସମୟରେ ସ୍କୁଲର ଛାତ୍ରଛାତ୍ରୀ ମାନେ ଆହାତ ହେଉଥିବାର ନଜିର ରହିଥିବା ବେଳେ ସରକାରୀ ଅଧିକାରୀଙ୍କୁ ଅଂଚଳବାସୀ ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବାରୁ ମଙ୍ଗଳବାର ଏସପି ଓ ଜିଲ୍ଲାପାଳଙ୍କୁ ଭେଟି ଜଣାଇଛନ୍ତି ଅଂଳବବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ