ବିଜୁ ଛାତ୍ରଜନତା ପକ୍ଷରୁ ହକମାଗୁଛି ଓଡିଶା ଅଭିଯାନ

ରାଜନଗର : ରାଜନଗର ଡାଙ୍ଗମାଳ ଜୟଦୂର୍ଗା ପିଠରେ ଯୁବନେତା ପ୍ରଶାନ୍ତକୁମାର ରାଉତଙ୍କ ଅଧ୍ୟକ୍ଷତାରେ ହକମାଗୁଛି ଓଡିଶା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରାର୍ଥୀ ଧୃବ ସାହୁ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । କେନ୍ଦ୍ର ସରକାରଙ୍କ ବୈ÷ମାତୃକ ମନୋଭାବ ସଂପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜନଗର ବ୍ଲକ ବିଜେଡି ସଭାପତି ଅଶୋକକୁମାର ପ୍ରତିହାରୀ, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି କିଶୋର ସାହୁ, ପଚାଂୟତ ସମିତି ଅଧ୍ୟକ୍ଷ ଜୟରାମ ସେଠୀ. ଗୋବର୍ଦ୍ଧନ ପ୍ରଧାନ, ଅରୁଣ ସାହୁ, ନରହରି ଜେନା, କାନ୍ତିଲତା ବେହେରା, ଲକ୍ଷ୍ମୀଧର ବାରିକ, ପର୍ଶୁରାମ ବାରିକ, ହେମନ୍ତ ସାହୁ, ଗଣେଷ ଗୁଡିଆ, ରଂଜନ ବିଶ୍ୱାଳ, ମିଟୁ ମନୋଜ ନାୟକ, ପ୍ରଦ୍ୟୁମ୍ନ ସାମନ୍ତରାୟ, କଳାକର ପ୍ରଧାନ, ରବିନ୍ଦ୍ରକୁମାର ସେଠୀ, ବିଜ୍ଞାନରଂଜନ ଜେନା, ଦୀପକ ରାଉତ, ପ୍ରକାଶ ତାଡୁ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ