ବିଜେଡିର ଗଣମାଧ୍ୟମ ସଂଯୋଜକ ହେଲେ ସସ୍ମିତ ପାତ୍ର

ବୁଧବାର ବିଜୁଜନତା ଦଳ ମୁଖପାତ୍ର ନାମ ଘୋଷଣା କରିଛି । ଏଧିରେ ୫ ଜଣ ଜାତୀୟ ମୁଖପାତ୍ର ହୋଇଥିବା ବେଳେ ୧୪ ଜଣଙ୍କୁ ରାଜ୍ୟ ମୁଖପାତ୍ର ଏବଂ ୧୦ ଜଣଙ୍କୁ ପାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ବିଜେଡିର ଜାତୀୟ ମୁଖପାତ୍ର ଭାବେ ସାଂସଦ ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଡ. ଅମର ପଟ୍ଟନାୟକ, ଡ ସସ୍ମିତ ପାତ୍ର ଏବଂ ସସ୍ୟ ନାରାୟଣ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ସାଂସଦ ଡ. ସସ୍ମିତ ପାତ୍ର ବିଜେଡିର ଗଣମାଧ୍ୟମ ସଂଯୋଜକ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ