ବିଜେଡିର ୨୩ତମ ଦିବସ ପାଳିତ

ନୟାଗଡ,(ଯୁଗାବ୍ଦ ନ୍ୟୁଜ୍‌): ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳି ମା ମଣିନାଗ ଆନୁକୁଲ୍ୟରେ ବିଜୁ ଜନତା ଦଳର ୨୩ ତ୍ତମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ୍ ବହୁ ବିଜେଡି କର୍ମୀ ଯୋଗ ଦେବା ସମେତ ରଣପୁର ଥାନା ଠାରୁ ଆରମ୍ଭ କରି ସହର ସାରା ପରିକ୍ରମା କରି ମଣିନାଗ ଠାରେ ପରିକ୍ରମା କରିଥିଲେ । ଏଥିରେ ରଣପୁର ଗ୍ରାମର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ