ବିଜେଡି ର ସାଙ୍ଗଠନିକ ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ନିମାପଡା ବ୍ଲକ ଗଡ଼ପଦନପୁର ପଞ୍ଚାୟତ ଉଗ୍ରେଶ୍ଵର ଦେଉଳି ଠାରେ ବିଜୁ ଜନତା ଦଳ ତରଫରୁ ଗଡ଼ପଦନପୁର ପଞ୍ଚାୟତ ର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଯୋଗ ଦେଇ କର୍ମୀ ମାନଙ୍କୁ ସଂଗଠନ କିପରି ସୁଦୃଢ ହେବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକ ରେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ବିଜେଡି ବ୍ଲକ ସଭାପତି ଅଶୋକ ସାହୁ,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ,ନରେନ୍ଦ୍ର ମହାନ୍ତି, ରାମଚନ୍ଦ୍ର ମିଶ୍ର,ସୁବାସ ଚନ୍ଦ୍ର ମିଶ୍ର,ମିହିର କୁମାର ମିଶ୍ର,ଅମୁଲ୍ୟ କୁମାର ରଥ ପ୍ରମୁଖ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ