ବିଜେପି ତରଫରୁ ରକ୍ତଦାନ

ବାଲି୍‌ଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : ବିଜେପି ତରଫରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଜି ବିଜେପି ତରଫରୁ ସ୍ୱେଛାକୃତ ଭାବେ ରକ୍ତଦାନ କରିଛନ୍ତି ଓ ସାମାଜିକ ଦୁରତା ଓ ଲକଡାଉନରେ ସରକାରଙ୍କ ନିୟମକୁ ମାନି ବିଶେଷ ଗହଳି ନକରି ୬ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।ଭାଜପାର ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଂଜିତ ସାହୁ,ମଣ୍ଡଳ ସଭାପତି ଦିବାକର ସାହୁ,ନଗର ସାଧାରଣ ସମ୍ପାଦକ ରମାନନ୍ଦ ଘଡେଇ ଓ ଆଦିକନ୍ଦ ପଟ୍ଟନାୟକ,ସୁରେନ୍ଦ୍ର ପାତ୍ର,ଭଗବାନ ସାହୁ,ଅର୍ନ୍ତଯ୍ୟମୀ ବେହେରା ପ୍ରମୁଖ ରକ୍ତଦାନ କରିଥିବା ବେଳର ମୁନା ରଥ,ଅଭୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ମେଡିକାଲ ଟେକନିସିଆନ ବଲରାମ ଗୌଡ, ରକ୍ତଭଣ୍ଡାର କର୍ମଚାରୀ ସୁବାଷ ବେହେରା ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ