ବିଜେପି ତରଫରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ

କୋଦଳା ,(ଯୁଗାବ୍ଦ ନ୍ୟୁଜ୍) : କୋଦଳା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ସଦସ୍ୟତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର‌୍ୟ୍ୟକ୍ରମ ରେ ବିଧାୟକ ପାର୍ଥି ରଂଜନ ପଲେଇ, ପ୍ରଭାରୀ ପ୍ରହ୍ଲାଦ ସାହୁ, ଅଶୋକ ପ୍ରଧାନ, ମଧୁସୂଦନ ଜେନା, ମନୁରଥ ଜେନା ସମେତ ବିଜେପି ର ବହୁ ସଦସ୍ୟ ଉପସ୍ଥିତ ରହି ପାର୍ଥି ର କିଭଳି ଅଗ୍ରସର ହେବ ଓ ଅଧିକ ରୁ ଅଧିକ ସଦସ୍ୟ ଯୋଗ ଦେବେ ଏବଂ ଏଥିସହ କିପରି ଦଳ ସୁଦୃଢ଼ ହୋଇ ଆଗକୁ ମାଡିଚାଲିବ ତାହା ଉପରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ