ବିଜେପି ଯୁବ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷଣା

ବାଲେଶ୍ୱର, (ସରୋଜ ପଣ୍ଡା):ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର ଆଜି ତାଙ୍କ ନୂତନ କମିଟିର ଘୋଷଣା କରିଛନ୍ତି, ଏହି କମିଟିରେ ୬ଜଣ ଉପସଭାପତି, ୨ଜଣ ସାଧାରଣ ସମ୍ପାଦକ, ୬ଜଣ ସମ୍ପାଦକ, ଜଣେ କୋଷାଧକ୍ଷ, ୨୧ ଜଣ ସଂଯଜକ ଓ ୨୧ ଜଣ କାଯ୍ୟକାରିଣୀ ସଦସଙ୍କ ସମେତ ୫ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାମ ରହିଅଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ