ବିଜୟ ଲାଭ କଲା ଭାରତୀୟ କ୍ରିକେଟ ଟିମ୍

ବେଙ୍ଗାଲୁରୁ: ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନିଟିକିଆ ଦିନିକିଆ ଶେଷ ନିର୍ଣ୍ଣାୟକ ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଏହି ବିଜୟ ଭାରତ ସିରିଜକୁ ୨-୧ରେ ହାତେଇ ନେଇଥିବା ବେଳେ ଏହି ମ୍ୟାଚ୍ ୭ ୱେକେଟରେ ବିଜୟ ଲାଭ କରିଛି । ଭାରତୀୟ କ୍ରିକେଟ୍ ଖେଳାଳୀ ମାନଙ୍କ ମଧ୍ୟରେ ରୋହିତ ଶର୍ମା ସର୍ବାଧିକ ରନ କରି ମ୍ୟାନ୍ ଅଫ୍ ଦି ସିରିଜ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ