ବିଦ୍ୟୁତ୍ ଶଟ ସର୍କିଟ ରୁ ଅଗ୍ନିକାଣ୍ଡ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମର କେ.କୁରେଶୁ ଦୋରାଙ୍କ ଘରେ ବିଦ୍ୟୁତ୍ ଶଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି।ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଶୁକ୍ରବାର ଅପରାହ୍ନ ପ୍ରାୟ ୫ ଟାରେ ଘଟିଥିବା ଏହି ଅଗ୍ନିକାଣ୍ଡ ରେ ଘର ଭାଡିରେ ଥିବା ଧାନ,ଚାଉଳ ସମେତ ପ୍ରାୟ ୩୦ ହଜାର ଟଙ୍କା ମୂଲ୍ୟର ଘରକରଣା ଆସବାବ ପତ୍ର ଜଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ