ବିନା ମାକ୍ସରେ ଫାଇନ କାଟିଲେ ଅଧିକାରୀ
ମୋହନା,(ଅଂଶୁମାନ ପଣ୍ଡା ): ନିର୍ବାଚନ ମଣ୍ଡଳୀ ରେ ହଜାର ହଜାର ଦୋକାନି ନିଜ ଜୀବିକା ପାଇଁ ଖୋଲିଛନ୍ତି ହେଲେ ସଚେତନ ନଥିବାରୁ ଲୋକେ କେହି କରି ନାହାନ୍ତି ପ୍ରମାଣ ପତ୍ର, ହେଲେ ଖବର ପ୍ରସାରଣ ପରେ ଜିଲ୍ଲା ଫୁରୁ ପ୍ରମାଣ ପତ୍ର ଦେଉଥିବା ଅଧିକାରୀ ମାନେ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି ଆଜି ମୋହନା ବ୍ଲକକୁ ଆସି ଛୋଟ ଦୋକାନି ଙ୍କ ଠାରୁ ଚାଲଣ କାଟି ଥିଲେ | ୨୦ହଜାର ରୁ ଉର୍ଦ୍ଧ ହେଲେ ବୋଡ଼ ବ୍ୟବସାୟୀଙ୍କ ଠାରୁ କୌଣସି ଚାଲାଣ ନ କାଟି ପତ୍ର ଅନ୍ତର ଦେଖାଇଥିଲେ | ଏପରି କି କୋଭିଡ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ମାକ୍ସ ନଥିଲେ ଜରୁରୀ ସାମାନ ଦେବାକୁ ପଡିବ କିନ୍ତୁ ଏହି ଅଧିକାରୀ ମାନେ ମାକ୍ସ ପାଟି ତଳେ ରଖି ନିଜ କାମରେ ବ୍ୟସ୍ତ | ଗରିବ ଲୋକ ଙ୍କୁ ଉପରସ୍ଥ ଅଧିକାରୀ ମାନେ ମାକ୍ସ ନଥିଲେ ସ୍ୱଳ୍ପ ଆଦାୟ କରୁଛନ୍ତି କିନ୍ତୁ ସରକାରୀ ବାବୁଙ୍କ ପାଇଁ ଏହି ନିୟମ ନାହିଁ | ଏଭଳିକି ଆସିଥିବା ଅଧିକରିଣୀ କହିଛି ମୁଁ ତିନିଟି ଜାଗାରେ ପଦବୀରେ ରହିଛି ତେଣୁ ମୋ ସମୟ ଅନୁସାରେ ଆସିବି ହେଲେ ଏଭଳି ଅଧିକାରୀ ଯଦି ଖବର ପ୍ରସାରଣ ପରେ ନିଦ ଭାଙ୍ଗୁଛି ଓ ଲୋକଙ୍କୁ ସଚେତନ ଜାଗାରେ ଟଙ୍କା ଆଦାୟ ହେଉଛି ତେବେ ଅଠର ନଳା ନିକଟରେ କେମିତି ଦୋକାନି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଥଣ୍ଡା ପାଣି ଏକ୍ସପୟର ର ଫିଙ୍ଗିଛନ୍ତି ଏଥି ପ୍ରତି ନଜର ନାହିଁ ,ଏଭିତରେ କିଛି ଭିତିରି ହାତ ଅଛି ବୋଲି ଶୁଣିବାକୁ ମିଳୁଛି ଏହି କଥା ଅଞ୍ଚଳ ବାସୀ ପ୍ରଶ୍ନ କରିଛନ୍ତି |


