ବିପ୍ଲବୀ କବି ରବି ସିଂଙ୍କ ସର୍ଜନାର ତୁଳନା ନାହିଁ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) : ଓଡ଼ିଅ। ସାହିତ୍ୟ ଜଗତର ବିପ୍ଲବ କବି ରସି ସିଂ ଥିଲେ ଜଣେ ମାନବବାଦୀ କବି । ତାଙ୍କ ସର୍ଜନାର ତୁଳନା ନାହିଁ ବେ।ଲି ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଅ।ୟେ।ଜିତ ଶେ।କସଭାରେ ବିଶିଷ୍ଟ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ସଭାପତିତ୍ୱରେ ଅ।ୟେ।ଜିତ ଶେକସଭାରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡ଼ା. ଚନ୍ଦ୍ରମଣି ସ୍ୱାଇଁ, ଡ଼.ଡ଼ମ୍ବରୁଧର ସାହୁ, ଶ୍ରମିକନେତା ସତ୍ୟ ନାରାୟଣ ତ୍ରିପାଠୀ, ବନ କୁସୁମର ସମ୍ପାଦକ କାଳିନ୍ଦୀ ଚରଣ ନାୟକ, ଇଂ.ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସୁଶାନ୍ତ କୁମାର କର, ଶିକ୍ଷାବିତ ଜିତେନ୍ଦ୍ର ନାଥ ପଟ୍ଟନାୟକ, ଲେଖିକା ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ମଞ୍ଜୁ ରଥ, ରାଜୀବ ପଟ୍ଟନାୟକ ପ୍ରମୁଖ ଯେ।ଗଦେଇ କବି ରବି ସିଂଙ୍କ କାବ୍ୟକୃତି ସମ୍ପର୍କରେ ଅ।ଲେ।ଚନା କରିବା ସହ ତାଙ୍କର ତିରେ।ଧାନ ଓଡ଼ିଶା ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ବେ।ଲି କହିଥିଲେ । ଶେଷରେ ଲେଖିକା ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।