ବିଭିନ୍ନ ରୋଗ ରେ ୭ ବର୍ଷ ରେ ପରିବାର ସବୁ ଚାଲିଗଲେ ଏବେ ସୁମିତ୍ରା ଏକା

ମୋହନା, (ଅଂଶୁମାନ ପଣ୍ଡା):ପାରିବାର ରେ ସମସ୍ତ୍ ଙ୍କ ଶହ ହସ୍ ଖୁସି ରେ ବିତାଇବା ପାଇଁ କିଏ କେତେ ଶପ୍ନ ଦେଖୁଥାଏ ତ କିଏ ପାଠ ପଢି ଭୋଲ ମଣିଷ ଟି ହେବା ଭାବି ଥାଏ ହେଲେ ସେଇ ସବୁ ଆଶା ଅଭିଳାଷ ପୂର୍ଣ୍ଣ ନ ହୋଇ ଅଧାରେ ରହିଯାଏ ଘର ଅଛି ଜମି ଅଛି ଗାଈ ଗୋରୁ ସବୁ ଅଛି ହେଲେ ପକ୍ଷରେ ଆହା କହିବାକୁ କେଇ ନାହିଁ ଯାହାକୁ ଭରସା କରି ଚଳୁଥିଲେ ଦିନେ ସିଏ ମଧ୍ଯ ଛାଡି ଚାଲିଗଲେ ପାଠ ପଢା ବୟସ ରେ ନିଜ ଆଖି ସମ୍ମୁଖ ରେ ବାପା ମା ସମେତ ଦାଦା ଖୁଡି ସବୁ ଆରପାରିକୁ ଚାଲିଗଲେ ସାତ ବର୍ଷ ମଧ୍ୟରେ ପରିବାର ଉପରେ କି ବିପତି ପଡ଼ିଲା ବାପା କେଂସର୍ ରେ ଆକ୍ରାନ୍ତ ହୋଇ ଯିବାପରେ ମା ଚାଲିଗଲେ ଦୁଇ ଦାଦା ଖୁଡି ମଧ୍ଯ ଚାଲିଗଲେ ପାଖରେ ଆହା କହିବାକୁ କେଇ ନଥିବାରୁ ରୋଗେଣା ଦାଦା ର ସେବା କରିବାକୁ ପାଠ ପଢିବା ଛାଡିଦେଲେ ଝିଆରୀ ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରୁ ପଂଚାୟତ ର କେରାଖାଲ ଗ୍ରାମ ର ସନ୍ୟାସୀ ନାୟକ ଙ୍କ ପରିବାର ରେ ସାତ ବର୍ଷ ମଧ୍ୟରେ ସାତ ଜଣ ମୃତ ବରଣ କରିଛନ୍ତି ଜଣେ ମାତ୍ର ଦାଦା ସୁକୁଟା ନାୟକ ୩୬ବଞ୍ଚିଥିଲେ ସେ ମଧ୍ୟ ଅଭାଇତ ଦାଦନ ଖଟିବାକୁ ଯାଇ ଅଜଣା ରୋଗ ଘରିବାରୁ ଗାଁ କୁ ଚାଲି ଆସିଲେ ଆଉ ଡାକ୍ତର କହିଲେ ଲିବର ଖରାପ ଘରେ ରହି ଝିଆରୀ ଦ୍ୱାରା ଚିକିତ୍ସା ହୋଈ ଆସୁଥିଲେ ତାଙ୍କର ମଧ୍ଯ ସମବାର ଦୀନ ମୃତ ଘଟିଛି ଆଉ ପାରିବାର ରେ କେହି ନାହାନ୍ତି ମାତ୍ର ଦୁଇ ଝିଅ ଥିବା ବେଳେ ଜଣେ ଦଶମ ଶ୍ରେଣି ରେ ପାଠ ପଢିବା ଛାଡି ହାଇଦ୍ରାବାଦ ରେ ନିଯୁକ୍ତି ମେଳା ଦ୍ୱାରା ମୋବାଇଲ ମରାମତି ତାଲିମ୍ ନେଇଛନ୍ତି ଶିବାନୀ ନାୟକ ୨୦ଆଉ ବଡ ଝିଅ ସୁମିତ୍ରା ୨୧ପାଠ ଛାଡ଼ି ଗାଁ ରେ ଜମି ବାଡ଼ି ଦେଖ ଭାଲ କରିବା ସହ ଗାଈ ଗୋରୁ ର ଜତ୍ନ ନେଉଛନ୍ତି ଏଡ୍ ବଡ ଘରେ ମାତ୍ର ଜଣେ ଏବେ ସୁମିତ୍ରା ଆହା କହିବାକୁ କେଇ ନାହିଁ ପାଖରେ ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ କେହି ସାହଯ୍ୟ ପାଇଁ ନାହାଁନ୍ତି ପାଖରେ ସେପଟେ ଦାଦା କୁ ଭୋଲ କରାଇବା ପାଇଁ କେତେ ଜେ ନେହୁର ହେଇଥିଲେ ପ୍ରଶାସନ କୁ କିନ୍ତୁ କୋଣଶୀ ସାହଯ୍ୟ ମେଳିଲା ନାହିଁ ସରକାର ଙ୍କ ଠାରୁ ଏବେ ଯୋଦି ସରକାର ସାହାଯ୍ୟ କରିବେ ମୁଁ ପାଠ ପଢିବା କୁ ଚାଏଁ ଗ୍ରାମ ବାସୀ ମଧ୍ଯ ସରକାରୀ ସହାୟତା ଜୁଗାଇବାକୁ ଅନୁରୋଧ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ