ବିଭିନ୍ନ ସ୍ଥାନରେ ପୂଜା ପାଇଲେ ବିଶ୍ଵ ଶିଳ୍ପ ବିଶ୍ଵକର୍ମା

ମୋହନା, (ଅଂଶୁମାନ ପଣ୍ଡା):ଦୀର୍ଘ ଦୁଇ ବର୍ଷ ପରେ ବିଭିନ୍ନ ଶିଳ୍ପ ତାଲିମ କେନ୍ଦ୍ର ବିଦୁତ ବିଭାଗ ଲୁହା ଦୁକାନ ରେ ଧୁମ୍ ଧାମରେ ପାଳନ ହେଉଛି ବିଶ୍ଵ ଶିଳ୍ପ ବିଶ୍ଵକର୍ମା ଙ୍କ ପୂଜା ଗଜପତି ଜିଲ୍ଲା ର ମୋହନା ବ୍ଲକ ର ସ୍ଥାନୀୟ କାଳିଆପଟା ଠାରେ ଥିବା ଚନ୍ଦ୍ରଗିରି ଶିଳ୍ପ ତାଲିମ କେନ୍ଦ୍ର ବିଦ୍ୟାଳୟ ରେ ଧୁମ ଧାମ ରେ ପୂଜା ଅର୍ଚ୍ଚନା କରିଛନ୍ତି ଛାତ୍ର ଛାତ୍ରୀ ଙ୍କ ସମେତ ଶିକ୍ଷକ ମାନେ ପୂଜା ସରିବା ପରେ ତାଲିମ୍ କେନ୍ଦ୍ର ପରିଶ୍ଵର ରେ ଏକ କାର୍ଯ୍ୟକ୍ରମ ଆୟାଜନ ହୋଇଥିଲେ ମୂଖ୍ୟ ଅତିଥି ଭାବେ ଓ ପି ଟି ସି ଏଲ ର ଅତିରିକ୍ତ ମେନେଜର ପ୍ରଭାତ ପଟ୍ଟନାୟକ ଯୋଗ୍ ଦେଉଥିଲେ ଏବଂ ୨୦୨୦/୨୨ ର ଛାତ୍ର ଛାତ୍ରୀ ଙ୍କୁ ମାନ ପତ୍ର ପ୍ରଦାନ କରିଥିଲେ ପରେ ୨୦୨୦/୨୧ ଛାତ୍ର ଛାତ୍ରୀ ଙ୍କୁ ମଧ୍ଯ ମାନ ପତ୍ର ପ୍ରଦାନ କରି ଉସୈତ କରିବା ସହ ଯେଭଳି ନିଜ ଜିଲ୍ଲା ଓ ତାଲିମ୍ କେନ୍ଦ୍ର ଓ ରାଜ୍ୟ ର ନାମ କୁ ରୋସନ୍ କରିବା ପାଇଁ ନୂତନ ଜ୍ଞାନ କୌଶଳ ଯନ୍ତ୍ର ପାତି ନିର୍ମାଣ କରିହେବ ତାହା ଉପରେ ଅଧିକ ଗୁରୁତ୍ବ ଦେବା କହିଥିଲେ ଏହି କାର୍ଯ୍ୟକ୍ରମ ରେ ତାଲିମ୍ କେନ୍ଦ୍ର ର ଅଧ୍ୟକ୍ଷ ଜଗଦୀଶ ହାଇଡ୍ରୁ, ରବୀନ୍ଦ୍ର କୁମାର ମହାରଣା ଓ ଅନ୍ୟ ଅଧ୍ୟାପକ ଉପସ୍ଥିତ ଥିଲେ ସେଇ ପରି ମୋହନା ବିଦୁତ ବିଭାଗ କାର୍ଯ୍ୟଳୟ, ଅଡବା ବିଦୁତବିଭାଗ କାର୍ଯ୍ୟଳୟ ରେ ମଧ୍ଯ ପାଳନ ହୋଇଛି ସେଇ ପରି ମୋହନା ସରକାରୀ ଉଚ୍ଚ ମହାବିଦ୍ୟାଳୟ ଓ ଲୁହା ଦୁକାନ ଗୁଡିକ ରେ ବିଶ୍ଵକର୍ମା ଙ୍କ ପୂଜା କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ