ବିଷାକ୍ତ ସାପ କାମୁଡ଼ାରେ ମହିଳା ମୃତ୍ୟୁ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ପୋଲିସ ଥାନାର ପାଟିଗଡ଼ ଗ୍ରାମରେ ବିଷାକ୍ତ ସାପକାମୁଡାରେ ଜଣେ ମହିଳାଙ୍କ ମୃତ ହୋଇଥିବା ଜଣାପଡ଼ିଛି। ପାଟିଗଡ଼ ଗ୍ରାମର ସୋମନାଥ ଗୌଡ଼ଙ୍କ ପତ୍ନୀ ସରସ୍ବତୀ ଗୌଡ଼ ଅକ୍ଟୋବର ୨୮ ତାରିଖ ସକାଳେ ବିଲକୁ ଯାଇଥିବା ସମୟରେ ସର୍ପାଘାତର ଶିକାର ହୋଇଥିଲେ। ଖବର ପାଇ ପରିବାର ଲୋକେ ତାଙ୍କୁ ଚିକିତ୍ସା ଲାଗି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଡାକ୍ତର ପରୀକ୍ଷା ସରସ୍ୱତୀ ଗୌଡ଼ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲସରା ପୋଲିସ ମେଡ଼ିକାଲରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ