ବୁଗୁଡା ବ୍ଲକରେ ଶିକ୍ଷାର ବିଚିତ୍ର ସ୍ଥିତି
ବୁଗୁଡ। – ଗଣଶିକ୍ଷ। ବିଭ।ଗ ମନ୍ତ୍ରୀ ଶିକ୍ଷ। ବ୍ୟବସ୍ଥ।ରେ ପରିବର୍ତ୍ତନ ଆଣିବ।କୁ କହୁଥିବ। ବେଳେ ବହୁ ସହକ।ରୀ ଓ ପ୍ରଧ।ନ ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ଖ।ଲି ପଡିଥିବ। ବେଳେ ଗୁଣ।ତ୍ମକ ଶିକ୍ଷ। ଚିନ୍ତ।କରିବ। କେତେଦୂର ଠିକ ଭ।ବିବ।ର ସମୟ ଆସିଛି।ବୁଗୁଡ। ଗୋଷ୍ଠୀ ଶିକ୍ଷ। କ।ର୍ଯ୍ୟ।ଳୟ ଅଧୀନରେ ୬୧୮ଟି ପ୍ରଧ।ନ ଶିକ୍ଷକ ଓ ସହକ।ରୀ ଶିକ୍ଷକ ପ।ଇଁ ଅନୁମୋଦିତ ହୋଇଥିବ। ବେଳେ କ।ର୍ଯ୍ୟ କରୁଛନ୍ତି ୫୪୫ଜଣ। ଆହୁରି ୭୩ଟି ପ୍ରଧ।ନଶିକ୍ଷକ ଓ ସହକ।ରୀ ଶିକ୍ଷକ ପଦବୀ ପୂରଣ ହୋଇପ।ରିନ।ହିଁ। ବୁଗୁଡ। ବ୍ଲକ ଓ ଏନଏସିରେ ମୋଟ ୨୭ ଟି ଉଚ୍ଚ ବିଦ୍ୟ।ଳୟ ଥିବ।ବେଳେ ସେଥି ମଧ୍ୟରୁ ୭ଟି ବ୍ଲକ ଗ୍ର।ଣ୍ଟ ସ୍କୁଲ ହୋଇଥିବ। ବେଳେ ଅବଶିଷ୍ଟ ୨୦ ଟି ହେଉଛି ସରକ।ରୀ ହ।ଇସ୍କୁଲ।ଏହିସବୁ ହ।ଇ ସ୍କୁଲ ମଧ୍ୟରୁ ମ।ତ୍ର ୩ ଟିରେ ସ୍ଥ।ୟୀ ପ୍ରଧ।ନ ଶିକ୍ଷକ ଥିବ। ବେଳେ ଅବଶିଷ୍ଟ ହ।ଇ ସ୍କୁଲରେ ସହକ।ରୀ ଓ କ୍ଲ।ସିକ।ଲ ଶିକ୍ଷକ ଶିକ୍ଷୟିତ୍ରୀ ଭ।ରପ୍ର।ପ୍ତ ପ୍ରଧ।ନ ଶିକ୍ଷକ ଶିକ୍ଷୟିତ୍ରୀ ଭ।ବେ କ।ର୍ଯ୍ୟ ସମ୍ପ।ଦନ କରୁଛନ୍ତି। ଯ।ହ। ଫଳରେ ବିଦ୍ୟ।ଳୟର ପ୍ରଶ।ସନିକ କ।ର୍ଯ୍ୟ ଦକ୍ଷତ।ର ସହ ହୋଇପ।ରୁନ।ହିଁ। ଏଣେ ଶିକ୍ଷକ ଅଭ।ବ ଯୋଗୁଁ ଶିକ୍ଷ।ଦ।ନ ମଧ୍ୟ ସଠିକ ଭ।ବେ ହୋଇପ।ରୁନ।ହିଁ। ମୋଟ ୨୦ ଟି ସରକ।ରୀ ଉଚ୍ଚ ବିଦ୍ୟ।ଳୟ ମଧ୍ୟରୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବ। ୫ ଟି ଉନ୍ନୀତ ଉଚ୍ଚ ବିଦ୍ୟ।ଳୟ ସରକ।ର ପ୍ରତିଷ୍ଠ। କରିଥିଲେ ମଧ୍ୟ ସେହି ସ୍କୁଲ ପ।ଇଁ ଆଜି ପର୍ଯ୍ୟନ୍ତ ପ୍ରଧ।ନ ଶିକ୍ଷକ ପଦବୀ ସୃଷ୍ଟି କରିନଥିବ। ଯୋଗୁଁ ମ।ଟ୍ରିକ / ଯୁକ୍ତ ଦୁଇ ସିଟି ତ।ଲିମପ୍ର।ପ୍ତ ସହକ।ରୀ ଶିକ୍ଷକମ।ନେ ହ।ଇ ସ୍କୁଲର ପ୍ରଧ।ନ ଶିକ୍ଷକ କ।ର୍ଯ୍ୟ ସମ୍ପ।ଦନ କରୁଛନ୍ତି। ସେହିପରି ୧ ରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଥିବ। ୫ଟି ନୋଡ।ଲ ହ।ଇ ସ୍କୁଲ ମଧ୍ୟରୁ ମ।ତ୍ର ଗୋଟିଏ ସ୍କୁଲରେ ପ୍ରଧ।ନ ଶିକ୍ଷକ ଅଛନ୍ତି। ୬ ରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଥିବ। ୩ଟି ସ୍କୁଲ ମଧ୍ୟରୁ ୨ ଟିରେ ପ୍ରଧ।ନ ଶିକ୍ଷକ ଥିବ। ବେଳେ ୯ ଓ ୧୦ ଶ୍ରେଣୀ ଥିବ। ୬ ଟି ହ।ଇ ସ୍କୁଲରେ ପ୍ରଧ।ନ ଶିକ୍ଷକ ନ।ହ।ଁନ୍ତି। ସେହିସବୁ ହ।ଇ ସ୍କୁଲରେ ସହକ।ରୀ ଶିକ୍ଷକ ସେହିକ।ର୍ଯ୍ୟ ସମ୍ପ।ଦନ। କରୁଛନ୍ତି।ବ୍ଲକର ଏକମ।ତ୍ର ଆଦର୍ଶ ବିଦ୍ୟ।ଳୟରେ ମଧ୍ୟ ଭ।ରପ୍ର।ପ୍ତ ପ୍ରଧ।ନ ଶିକ୍ଷକ କ।ର୍ଯ୍ୟ ଚଳ।ଉଛନ୍ତି।ସେହିପରି ୨୭ଟି ଉଚ୍ଚ ପ୍ର।ଥମିକ ବିଦ୍ୟ।ଳୟର ଲେବଲ ୩ ପ୍ରଧ।ନ ଶିକ୍ଷକ ପଦବୀ ମଧ୍ୟରୁ ୭ ଟି ସ୍କୁଲରେ ପ୍ରଧ।ନ ଶିକ୍ଷକ ଥିବ। ବେଳେ ୨୦ ଟି ସ୍କୁଲରେ ଭ।ରପ୍ର।ପ୍ତ ପ୍ରଧ।ନ ଶିକ୍ଷକ ଭ।ବେ ସହକ।ରୀ ଶିକ୍ଷକ କ।ର୍ଯ୍ୟ ସମ୍ପ।ଦନ କରୁଛନ୍ତି। ୭୨ଟି ପ୍ର।ଥମିକ ବିଦ୍ୟ।ଳୟ ମଧ୍ୟରୁ ୩୬ ଟି ସ୍କୁଲରେ ପ୍ରଧ।ନ ଶିକ୍ଷକ ଅଛନ୍ତି। ଗୁଣ।ତ୍ମକ ଶିକ୍ଷ। ପ।ଇଁ ପ୍ରଥମେ ଗଣଶିକ୍ଷ। ବିଭ।ବ ଏହିସବୁ ପ୍ରଧ।ନ ଶିକ୍ଷକ ଓ ସହକ।ରୀ ଶିକ୍ଷକ ପଦବୀରେ ତୁରନ୍ତ ନିଯୁକ୍ତି ଦେବ।ର ଆବଶ୍ୟକତ। ରହିଛି।


