ବେଦାନ୍ତ ହସ୍ପିଟାଲ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ମେଳା ଆୟୋଜନ
ଲାଞ୍ଜିଗଡ଼,(ଯୁଗାବ୍ଦ ନୁୃ୍ୟଜ ):ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ବେଦାନ୍ତ ହସ୍ପିଟାଲ ରେ ମଲଟି ସ୍ପେସାଲିଟି ହେଲଥ କ୍ୟାମ୍ପ ର ଆୟଜନ କରିଛି । ଯାହାର ନାମ ୟୁନିଭରସାଲ ହେଲଥ କଭରେଜ ନାମରେ ନାମିତ କରାଜାଇଛି । ଏଥିରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ବେଦାନ୍ତ ଲାଞ୍ଜିଗଡ଼ ର ମିଳିତ ସହଯୋଗ ରେ ଆୟଜନ କରା÷ଯାଇଛି । ଗୋଟିଏ ଦିନରେ କାଳାହାଣ୍ଡି ଜିଲ୍ଲାରେ ୩ଟି ବ୍ଲକ ରେ ୬୦୦ ରୁ ଅଧିକ ଗ୍ରାମବାସି ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା କାର୍ଯ୍ୟ ନେଇ ଏହା ଆୟଜନ ହରାଯାଇଛି । ଏଥିରେ ରୋଗି ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯଥା ଓପ୍ଥାଲମୋଲୋଜି, ଅର୍ଥପେଡିକ, ପେଡିଆଟ୍ରିକ୍, ଇଏନଟି କେୟାର, ଏକ୍ସରେ, ଓ ଏବଂ ଜି ଚିକିସା ଦୁସାଧ୍ୟ ରୋଗ ଯଥା ଟୁୟୁବର କୁଲୋସିସ୍ ଏବଂ ସାଧାରଣ ସ୍ୱାସ୍ଥ୍ୟ ଚିକିସା ଇତ୍ୟାଦି ।


