ବେଲଗୁଣ୍ଠାରେ ଗଜଲକ୍ଷ୍ମୀ ପୂଜା ପାଳିତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ପବିତ୍ର କୁମାର ପୂର୍ଣ୍ଣମା ଅବସରରେ ବେଲଗୁଣ୍ଠା ଅଞ୍ଚଳରେ ମା ଗଜଲକ୍ଷ୍ମୀ ପୂଜା ନିରାଡମ୍ବର ସହକାରେ ଅନଷ୍ଠିତ ହୋଇ ଯାଇଅଛି । ଗତ କିଛି ବର୍ଷ ଧରି ଚାଲି ଆସୁଥିବା ଏହି ପାରମ୍ପରିକ ରୀତିରେ ଏହି ବର୍ଷ କରୋନା କଟକଣାକୁ ଆଖି ଆଗରେ ରଖି ସମସ୍ତ ପୂଜା କମିଟିଙ୍କୁ ପ୍ରଶାସନର ଚେତାବନୀ ରହିଥିଲା ଯେ କୌଣସି ପ୍ରକାରେ ଭିଡ଼ ନ ଜମେଇବା ପାଇଁଁ ତେଣୁ ସମସ୍ତ ପୂଜା କମିଟି ଏହାକୁ ପାଳନ କରି ପୂଜା ନିରାଡମ୍ବର ଭାବେ ପାଳନ କରିଛନ୍ତି । ଭକ୍ତ ମାନଙ୍କ ମଧ୍ୟରେ ମାଙ୍କୁ ଦର୍ଶନ ଲଭିବାରୁ ବଞ୍ଚିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ