ବେଳଗୁଣ୍ଠା ରେ ପସିଦ୍ଧ ଘୋଷଯାତ୍ରା ପାଳିତ

ଯୁଗାବ୍ଦ ନ୍ୟୁଜ: ପବିତ୍ର ରଥଯାତ୍ରା ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କର ପବିତ୍ର ଯାତ୍ରା ସାରା ବିଶ୍ୱ ରେ ପାଳିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗର ଅଂଚଳ ର ଭଞ୍ଜନଗର ସହର, ଭେଜିପୁଟ, କୁଲାଡ଼, ଓ ବଦକୋଦଣ୍ଡା ରେ ଆଜି ଅତି ଆନନ୍ଦ ଉଲ୍ଲାସ ରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କୁ ପୂଜା ଅର୍ଚନା କରି ଅତି ଶୃଙ୍ଖଳିତ ଭାବେ ରଥ ଟଣା କାର‌୍ୟ୍ୟ ସମାପନ କରାଯାଇଛି, ପୋଲିସ ଓ ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ