ବୈଜୟନ୍ତ ପରେ ପଦ୍ମ ଧରିଲେ ଦାମ

ନିର୍ବାଚନ ତାରିଖ ଘୋଷଣା ହୋଇସାରିବା ପରେ ଆଉମାତ୍ର କେତେ ଦିନ ବାକି ରହିଛି ନାମାଙ୍କନ ପତ୍ର ଦାଖଲ ତାରିଖ ।ଏହି କ୍ରମରେ ରାଜ୍ୟର ବରିଷ୍ଠ ର ।ଜନୈତିକ ଦଳବଦଳ କରିବାରେ ଲାଗିପଡିଛନ୍ତି ।ଭବିଷ୍ୟତରେ କେଉଁ ଦଳ ଓ କେଉଁ ନେତା ଉପକୃତ ହେବେ ତାହା ଆଗାମୀ ଦିନରେ ଜନସାଧାରଣ ନିର୍ଣର‌୍ୟ କରିବାକୁ ବାକି ରହିଛି । ଏହି କ୍ରମରେ କିଛି ବରିଷ୍ଠ୍ ନେତା କଂଗ୍ରେସ ଛାଡି ବିଜେପି ଓ ବିଜେଡିରେ ଯୋଗ ଦେଇଥିବା ବେଳେ କିଛି ବିଜେଡି ଦଳର ନେତା କଂଗ୍ରେସ ଓ ବିଜେପିରେ ଯୋଗ ଦେଇଥିବା ବେଳେ ଏହି କ୍ରମରେ ବିଜେପିରୁ ମଧ୍ୟ ବରିଷ୍ଠ ନେତା ଦଳତ୍ୟାଗ କରି ବିଜେଡି ଓ କଂଗ୍ରେ ସରେ ଯୋଗ ଦେଇଛନ୍ତି ।ଏହି କ୍ରମରେ ଗତ କିଛିଦିନ ତଳେ ବିଜେଡିର ପୂର୍ବର୍ତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେଇଥିବା ବେଳେ ତାଙ୍କ ପଦ ଅନୁକରଣ କରି ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଡା.ଦାମୋଦର ରାଉତ ଗୁରୁବାର ସଂନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟୀୟ ବିଜେଡି ଉପସଭାପତି ବୈଜୟନ୍ତ ପଣ୍ଡା ପୁଷ୍ପଗୁଛ ଦେଇ ଦଳକୁ ସ୍ୱାଗତ କରିଥିଲେ ।ଏହି ଅବସରରେ ବିଜେପି ରଷ୍ଟ୍ର ୀୟ ଅଧ୍ୟକ୍ଷ ଅମିତ ଶାହା ସ୍ୱାଗତ କରିବା ସହ ଡାକ୍ତର ରାଉତଙ୍କ େ ଯାଗଦାନ ପରେ ଦଳର ଶକ୍ତି ବୃଦ୍ଦି ପାଇବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ